କ୍ୟାପିଟାଲ ଥାନାରୁ ଆଉ ୫ ପଜିଟିଭ, କର୍ମଚାରୀଙ୍କ ଭିତରେ କୋକୁଆ ଭୟ: କମିସନରେଟ ପୁଲିସରେ ଆତଙ୍କ

ଭୁବନେଶ୍ୱର : କ୍ୟାପିଟାଲ ଥାନାରେ ମାଡ଼ି ଚାଲିଛି କରୋନା। ଜଣଙ୍କ ପରେ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚାଲିଛନ୍ତି। ଗତକାଲି ଏକାଥରକେ ୬ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ଆଜି ଆଉ ୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଭିତରେ ଡ୍ରାଇଭର୍‌, ହୋମଗାର୍ଡ, ଓଏପିଏଫ୍ କର୍ମଚାରୀ ରହିଥିବା ଜଣାପଡ଼ିଛି। ଆକ୍ରାନ୍ତ ବଢ଼ୁଥିବାରୁ କର୍ମଚାରୀଙ୍କ ଭିତରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। କ୍ୟାପିଟାଲ ଥାନାର ଏତେସଂଖ୍ୟକ ଆକ୍ରାନ୍ତ ହେବା … Continue reading କ୍ୟାପିଟାଲ ଥାନାରୁ ଆଉ ୫ ପଜିଟିଭ, କର୍ମଚାରୀଙ୍କ ଭିତରେ କୋକୁଆ ଭୟ: କମିସନରେଟ ପୁଲିସରେ ଆତଙ୍କ